Advertisment

ମହାପ୍ରଭୁଙ୍କ ଦର୍ଶନ ପାଇଲେନି ମା’ ଲକ୍ଷ୍ମୀ, ରାଗରେ ଭାଙ୍ଗିଲେ ନନ୍ଦିଘୋଷ ରଥ

ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।

 Angry Goddess Laxmi breaks Nandighosha

Angry Goddess Laxmi breaks Nandighosha

Advertisment

ଶ୍ରୀକ୍ଷେତ୍ରରେ ସରିଲା ହେରା ପଞ୍ଚମୀ ନୀତି। ବିଧି ପରମ୍ପରା ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।

Advertisment

ଏହି ଅନନ୍ୟ ନୀତି ସହ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ବିଳମ୍ବ ଯୋଗୁ ହେରାପଞ୍ଚମୀ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା।

ଏପରିକି ମା’ ଲକ୍ଷ୍ମୀ ଠାକୁରାଣୀ ରାତି ୩ଟାରେ ଶ୍ରୀମନ୍ଦିରରୁ ବାହାରିଥଲେ। ଆଜି ଦକ୍ଷିଣ ମୋଡ଼ ହେବ ତିନି ରଥ। ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ ତିନି ରଥ।

Advertisment
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ