Today Panchang 31st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.

 ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର ।

Today Panchang

 ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୩ୟା ରାତ୍ରି ୦୯.୩୦ ଗତେ ୪ର୍ଥୀ ,ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ ।

ଶୁଭ ସମୟ

ପ୍ରାତଃ – ୦୫.୫୦ ରୁ ୦୬.୩୬

ଦିବା – ୦୮.୪୦ ରୁ ୧୧.୦୭

ସନ୍ଧ୍ୟା- ୦୫.୦୯ ରୁ ୦୬.୪୪

ରାତ୍ରି – ୦୮.୧୯ ରୁ ୦୮.୩୨

ରାତ୍ରି – ୦୯.୨୩ ରୁ ୧୧.୫୫

ରାତ୍ରି – ୦୧.୩୭ ରୁ ୦୩.୧୮

ରାତ୍ରି – ୦୪.୦୯ ରୁ ୦୫.୫୧

ଅଧିକ ପଢ଼ନ୍ତୁ: ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ

ଋାହୁକାଳ – ଦିବା ୦୨.୧୯ ରୁ ୦୩.୪୪

କାଳବେଳା – ଦିବା ୧୨.୫୫ ରୁ ୦୨.୧୯

ବାରବେଳା – ପ୍ରାତଃ ୦୭.୧୫ ରୁ ୦୮.୪୦

କାଳରାତ୍ରି – ସନ୍ଧ୍ୟା ୦୬.୪୪ ରୁ ୦୮.୧୯