ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୮ ରୋଚକ କଥା

ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।

ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୮ ରୋଚକ କଥା

ସେ ସାଧାରଣ ଲୋକ ହୁଅନ୍ତୁ ବା ବଲିଉଡ ତାରକା, ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଏହିଦିନ ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ବହୁତ ଶୁଭେଛା ଆସିଥାଏ। ସମସ୍ତଙ୍କ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ମିଳିଥାଏ। ଏଠାରେ ଆମେ ବାର୍ଥଡେ ଗାର୍ଲ ଅନନ୍ୟା ପାଣ୍ଡେଙ୍କ ବିଷୟରେ କହୁଛୁ।

ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ଅନନ୍ୟା ୩୦ ଅକ୍ଟୋବର ୧୯୯୮ରେ ଅଭିନେତା ଚୁଙ୍କି ପାଣ୍ଡେଙ୍କ ଝିଅଭାବେ ଜନ୍ମ ହୋଇଥିଲେ। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।

ଅନନ୍ୟା ପାଣ୍ଡେଙ୍କ ଆକର୍ଷଣୀୟ ଅବତାର
ଭିନ୍ନ ଲୁକ୍‌ରେ ଅନନ୍ୟା ପାଣ୍ଡେ
‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ ରେ ଅନନ୍ୟା ପାଣ୍ଡେ