Advertisment

ତାରା ସୂତାରିଆ ଲଗେଇଲେ ହଟ୍‌ନେସ୍ ତଡ୍‌କା; ବଢିଲା ଇଣ୍ଟର୍‌ନେଟ୍ ତାପମାତ୍ରା

ତାରା ସୂତାରିଆ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଷ୍ଟାଇଲିସ୍ ଲୁକ୍‌ର ଫଟୋ ଶେୟାର କରି ନିଆଁ ଲଗେଇଛନ୍ତି। ଏହି ଫଟୋଗୁଡିକରେ ସେ ଖୁବ୍ ବୋଲ୍ଡ ଦେଖାଯାଉଛନ୍ତି। ଏହା ସାଙ୍ଗକୁ ତାଙ୍କ ଖୋଲା କେଶ ଓ ଚଷମା ସମସ୍ତଙ୍କ ହୋସ୍ ଉଡେଇବାରେ ଲାଗିଛି।

Tara  Sutaria made hotness got the button of the coat opened

Tara Sutaria made hotness got the button of the coat opened

Advertisment

ଆଜିକାଲି ତାରା ସୂତାରିଆ ତାଙ୍କ ଫିଲ୍ମ ‘ହିରୋପନ୍ତୀ ୨’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ ଇଭେଣ୍ଟରେ ତାଙ୍କର ଲୁକ୍ ଫ୍ୟାଶନ୍ ବିଶେଷଜ୍ଞମାନଙ୍କୁ ପ୍ରଭାବିତ କରୁଛି। ନିକଟରେ ଏକ କ୍ରପ୍ ଟପ୍ ଏବଂ ସ୍କର୍ଟ୍ ପିନ୍ଧି ତାରାର ସେକ୍ସି ଲୁକ୍ ସାମ୍ନାକୁ ଆସିଥିବାବେଳେ ତାଙ୍କର ୱେଲ୍ ଫିଟିଙ୍ଗ୍ ୱେଷ୍ଟ୍‌କୋଟ୍ ଓ ପ୍ୟାଣ୍ଟ୍ ଖୁବ୍ ଚର୍ଚ୍ଚାରେ ଥିଲା। ଏବେ ପୁଣି ଥରେ ତାରା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଷ୍ଟାଇଲିସ୍ ଲୁକ୍‌ର ଫଟୋ ଶେୟାର କରି ନିଆଁ ଲଗେଇଛନ୍ତି। ଏହି ଫଟୋଗୁଡିକରେ ସେ ଖୁବ୍ ବୋଲ୍ଡ ଦେଖାଯାଉଛନ୍ତି।

Advertisment

ଅହମ୍ମଦାବାଦରେ ଫିଲ୍ମର ପ୍ରମୋସନାଲ୍‌ ଇଭେଣ୍ଟ ପାଇଁ ତାରା ଗୋଲାପୀ ରଙ୍ଗର ପ୍ୟାଣ୍ଟ୍‌ ଏବଂ ବ୍ଲେଜର ପିନ୍ଧିଥିଲେ। ଏହା ସହିତ ମେଳ ଖାଉଥିବା ଛୋଟ ବ୍ୟାଗ୍‌ ମଧ୍ୟ ପକେଇଥିଲେ। ସେହିପରି ଏହି ଲୁକ୍‌କୁ ଆହୁରି ବୋଲ୍ଡନେସ କରିବା ପାଇଁ ମ୍ୟାଚିଙ୍ଗ ବିକିନି ଟପ୍ ମଧ୍ୟ ପିନ୍ଧିଛନ୍ତି।

ଅନ୍ୟପଟେ, ଆସେସୋରିଜ୍ ସାହାଯ୍ୟରେ ତାରା ଏହି ଲୁକ୍‌କୁ ଆହୁରି ଷ୍ଟାଇଲିସ୍ କରିଛନ୍ତି। ପିଙ୍କ୍ ସେଡ୍ ଚସମା ସହିତ ଫ୍ୟାସନ ଲେବଲ୍ ଜେନର ମିନି ବ୍ୟାଗ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Advertisment

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ତାରା ତାଙ୍କର ଏହି ବୋଲ୍ଡ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଆକର୍ଷଣୀ କରିବାରେ ଲାଗିଛନ୍ତି। କ୍ୟାମେରା ସାମ୍ନାରେ ସେ ଏହି ହଟ୍ ପୋଜ୍ ଦେଇ ଇଣ୍ଟର୍‌ନେଟ୍‌ର ତାପାମାତ୍ରା ବଢେଇ ଦେଇଛନ୍ତି। ଅଭିନେତ୍ରୀ ଏହି ବୋଲ୍ଡ ପୋଜ୍ ଦେବା ପାଇଁ କୋଟ୍ ବଟନ୍ ଖୋଲି ଦେଇଛନ୍ତି, ଯାହାକୁ ଦେଖି ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢିବାରେ ଲାଗିଛି।

ଫଟୋସୁଟ୍‌ ସମୟରେ, ତାରା ସୂତାରିଆ ତାଙ୍କ ବ୍ରାଲେଟ୍‌କୁ ପ୍ରଦର୍ଶନ କରିଛନ୍ତି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ହଟ୍ ପୋଜ୍ ଦେଇଛନ୍ତି।

Advertisment

କୋଟ୍‌ ଆଉ ଆଉ ପ୍ୟାଣ୍ଟ୍‌ରେ ତାରା ସୂତାରିଆ ବହୁତ ଗ୍ଲାମରସ୍ ଏବଂ ବୋଲ୍ଡ ଦେଖାଯାଉଛନ୍ତି। ତାଙ୍କ ଖୋଲା କେଶ ଓ ଚଷମା ତାଙ୍କ ଲୁକକୁ ଆହୁରି କୁଲ୍ କରୁଛି।

ପ୍ରକାଶଥାଉ ଯେ ଏପ୍ରିଲ୍ ୨୯, ୨୦୨୨ରେ ତାରାଙ୍କ ନୂଆ ଫିଲ୍ମ ‘ହିରୋପନ୍ତୀ ୨’ ରିଲିଜ୍ ହେବାକୁ ଯାଉଛି। ଏନେଇ ତାରା ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି।

Tara  Sutaria made hotnessତାରା ସୂତାରିଆଙ୍କ ବୋଲ୍ଡ ଅବତାର

ଏହାପୂର୍ବରୁ, ତାରା ଏକ କଳା ପୋଷାକ ଓ ପ୍ୟାଣ୍ଟ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ତାଙ୍କୁ ୱେଲ୍‌ ଫିଟିଙ୍ଗ୍‌ ବସ୍ ଲେଡି ଲୁକ୍‌ରେ ଦେଖିବାକୁ ମିଳିଥିଲ। ତାରା ଏହାକୁ ଏକ ପ୍ଲଜିଙ୍ଗ ନେକ୍‌ଲାଇନ୍ ୱେଷ୍ଟ୍ କୋଟ୍ ସହିତ ଏକ ଟ୍ରାଉଜରେ କମ୍‌ପ୍ଲିଟ୍ କରିଥିଲେ।

Bollywood Tara Sutaria Heropanti 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ