Advertisment

ନାଚ ଗୀତରେ ଶେଷ ହୋଇଛି ରାଗିଣୀଙ୍କ ସଂଗୀତ ଉତ୍ସବ; ଆଜି ବାହାଘର

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ରାଗିଣୀ ସୁତ୍ରଧର ଓ ବିକ୍ରମ ଶଙ୍କର। ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଗୋଆରେ ସେମାନଙ୍କ ସଂଗୀତ ଉତ୍ସବ ଆୟୋଜିତ ହୋଇଥିଲା।

ଅଦ୍ୟତନ ହୋଇଛି
Sangeet ceremony of ollywood actor Ragini Sutradhar and Vikram Shankar from Goa

Sangeet ceremony of ollywood actor Ragini Sutradhar and Vikram Shankar from Goa

Advertisment

ଗୋଆର ଏକ ଘରୋଇ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ରାଗିଣୀ ସୁତ୍ରଧର ଓ ବିକ୍ରମ ଶଙ୍କର। ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି।

Advertisment
Sangeet ceremony of ollywood actor Ragini Sutradhar and Vikram Shankar from Goaନାଚ ଗୀତରେ ଶେଷ ହୋଇଛି ରାଗିଣୀଙ୍କ ସଂଗୀତ ଉତ୍ସବ

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଗୋଆରେ ସେମାନଙ୍କ ସଂଗୀତ ଉତ୍ସବ ଆୟୋଜିତ ହୋଇଥିଲା। ନାଚ ଗୀତ ସହିତ ଧୂମଧାମରେ ଏହି ଉତ୍ସବକୁ ସମସ୍ତେ ମନେଇଥିଲେ।

Sangeet ceremony of ollywood actor Ragini Sutradhar ନାଚ ଗୀତରେ ଶେଷ ହୋଇଛି ରାଗିଣୀଙ୍କ ସଂଗୀତ ଉତ୍ସବ

ବେଙ୍ଗଲି ଆଉ ଓଡିଆ ନାୟିକା ରାଗିଣୀ ଓଲିଉଡ୍‌ର ସବୁଠାରୁ ଷ୍ଟାଇଲିସ୍ ନାୟିକାଭାବେ ବେଶ ପରିଚିତ। ସେ ସବୁବେଳେ କଷ୍ଟ୍ୟମ୍‌ ନେଇ କରିଥାଆନ୍ତି ଏକ୍ସପେରିମେଣ୍ଟ। ପ୍ରତି ଫିଲ୍ମରେ ନୂଆ ରୂପରେ ଆଉ ନୂଆ ଅନ୍ଦାଜରେ ନଜର ଆସିଥାନ୍ତି।

Advertisment
Sangeet ceremony of ollywood actor Ragini Sutradhar ଫଟୋସୁଟ୍ ପ୍ରେମୀ ରାଗିଣୀ ସୁତ୍ରଧର

ତାଙ୍କର ହସ ହସ ମୁହଁ ହିଁ ସମସ୍ତ ବାନ୍ଧି ରଖିବାରେ ଯଥେଷ୍ଟ। ରାଜନନ୍ଦୀନି ରାଗୀଣୀ ଫଟୋସୁଟ୍ କରିବାକୁ ଖୁବ ଭଲ ପାଆନ୍ତି। କେବେ ମଡର୍ଣ୍ଣ ଟ୍ରେଣ୍ଡି ସାଇଡ୍ ସ୍ଲିଟ୍ କଟ୍ ଗାଉନ୍ ତ ପୁଣି କେବେ ରେଡ୍ ମିଡି ଡ୍ରେସ୍‌ରେ ଆଉ ଫର୍ମାଲ୍ ଲୁକ୍‌ରେ ବି କରାଇଛନ୍ତି ଅନେକ ଫଟୋସୁଟ୍।

Sangeet ceremony of ollywood actor Ragini Sutradhar ଷ୍ଟାଇଲିସ୍ ରାଗିଣୀ ସୂତ୍ରଧର

ପୁଣି କେତେବେଳେ ବ୍ଲୁ ବ୍ଲେଜର ସଙ୍ଗେ କଣ୍ଟ୍ରାଷ୍ଟସ୍ ୟଲୋ କଲରର ସୁ ଆଉ ହାତରେ ବ୍ୟାଗ୍। ଏହି ଅଲଟ୍ରାମଡର୍ଣ୍ଣ ଲୁକ୍‌ରେ ଖୁବ୍ ସନ୍ଦର ଦେଖାଯାଉଛନ୍ତି ନାୟିକା। ଓଡିଆ ବେଙ୍ଗଲି ପରେ ଏବେ ହିନ୍ଦୀ ଇଣ୍ଡଷ୍ଟ୍ରି ପାଇଁ ସଜବାଜ ହେଉଛନ୍ତି ରାଗିଣୀ।

Advertisment
Sangeet ceremony of ollywood actor Ragini Sutradhar ଅଲଟ୍ରାମଡର୍ଣ୍ଣ ଲୁକ୍‌ରେ ରାଗିଣୀ ସୁତ୍ରଧର

ଗ୍ଲାମର ଇଣ୍ଡଷ୍ଟ୍ରିର ନାୟିକା ରାଗିଣୀଙ୍କ ସବଠୁ ଅଧିକ ପସନ୍ଦ ଗ୍ଲିଟରି ଲୁକ୍। ଏହି କଷ୍ଟ୍ୟମ ପିନ୍ଦି ସେ ଦେଇଛନ୍ତି ହଟ୍ ପୋଜ୍‌। ତାଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ବୋଲ୍ଡ ନାୟିକା ଭାବେ ଗଣାଯାଏ।

Sangeet ceremony of ollywood actor Ragini Sutradhar ରାଗିଣୀଙ୍କ ହଟ୍ ପୋଜ୍‌

ଅଭିନେତ୍ରୀଙ୍କ ଯଦି ଫିଲ୍ମ ଦୁନିଆ କଥା ଆଲୋଚନା କରାଯାଏ ତେବେ ରାଗିଣୀ ଓଲିଉଡ୍‌ରେ ‘ଗଡବଡ’ ସିନେମାରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କର ମୁଁ ଏକା ତମର, ହରି ଓମ୍ ହରି, ତୁ ଥିଲେ ସାଥିରେ ଏବଂ ଦେଖା ହେଲା ପ୍ରେମ ହେଲା ଆଦି ରହିଛି।

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ