Remembering Veteran Odia singer Akshaya Mohanty on his birth anniversary
ଓଡ଼ିଆ ସଙ୍ଗୀତ ଜଗତର ବାଦ୍ଶାହ, ଚିର ସବୁଜ, ଅମଳିନ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଜୟନ୍ତୀ। ଅକ୍ଷୟ ମହାନ୍ତି, ଓଡିଆ ସଙ୍ଗୀତ ଜଗତର ମଉଡ଼ମଣି, ନେମ୍ ଆଉ ଫେମ୍।ଯାହାଙ୍କଠାରୁ ସୃଷ୍ଟି ସଙ୍ଗୀତ, କବିତା ଗଳ୍ପ କି ଉପନ୍ୟାସ ସବୁଥିରେ ସେ ଥିଲେ ମାହିର, ଏକଲବ୍ୟ।
ସୃଜନର ଯେଉଁ ଧାରାରେ ଅକ୍ଷୟ ମହାନ୍ତି ପାଦ ଦେଇଛନ୍ତି ସେଠାରେ ସେ ସୃଷ୍ଟି କରିଛନ୍ତି ନିଜସ୍ୱ ଏକ ସାମ୍ରାଜ୍ୟ। ଆଜି ବି ତାଙ୍କରି ସଙ୍ଗୀତର ମଧୁର ସ୍ୱର ପ୍ରତିଟି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଗୁଞ୍ଜରିତ ହେଉଛି । ତାଙ୍କର ମୃତ୍ୟୁ ନାହିଁ। ସେ ଅମର, ଚିର ସବୁଜ, ଅନନ୍ତ, ଅସୀମ, ତାଙ୍କର କ୍ଷୟ ନାହିଁ। ସେଥିପାଇଁ ତ ସେ ଅକ୍ଷୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697080555.jpg)