Advertisment

ଡିଭୋର୍ସ ଦିନ ହେବ ପୁନର୍ଜନ୍ମ: ଅନୁଭବ

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି।

ଅଦ୍ୟତନ ହୋଇଛି
Ollywood star Anubhav mohanty

Ollywood star Anubhav mohanty

Advertisment

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି। ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ପୁନର୍ଜନ୍ମ ହେବ ବୋଲି କହିଲେ।ଗତ ୩ରୁ ସାଢ଼େ ୩ ବର୍ଷ ହେବ ମୁଁ ମରି ମରି ଜୀଇଁଛି। ଯେଉଁଦିନ ମୋର ଡିଭୋର୍ସ ହୋଇଯିବ, ସେଦିନ ପ୍ରକୃତ ଜନ୍ମଦିନ ପାଳନ ହେବ। ସେହିଦିନ ମୋର ହେବ ନୂଆଜନ୍ମ, ସେଦିନ ମୋର ପୁନର୍ଜନ୍ମ ହେବ। ଡିଭୋର୍ସ ଦିନ ମୋର ଅସଲ ଜନ୍ମଦିନ ସେଲିବ୍ରେସନ ହେବ ବୋଲି ଅନୁଭବ କହିଛନ୍ତି।

Advertisment

BJD Anubhav Mohanty MP Barsha Priyadarshini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ