Advertisment

‘ପ୍ରଥମେ ମୋ ବାପା,ମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ’

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Actor Babushaan arrives in Bhubaneswar

Actor Babushaan arrives in Bhubaneswar

Advertisment

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଛନ୍ତି।  ‘ପ୍ରଥମେ ମୋ ବାପାମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ। ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି’ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବାବୁସାନ ଏହା କହିଛନ୍ତି।

Advertisment


Advertisment

— ଓଟିଭି (@otvkhabar) July 27, 2022

ବାବୁସାନ-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଲାଗି ରହିଛି ଚର୍ଚ୍ଚା ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି। ସୂଚନାଥାଉ କି, ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନଥିଲେ। ତେବେ ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

Prakruti Mishra Babushan Mohanty Prakruti Mishra Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ