ଅଦ୍ୟତନ ହୋଇଛି
Odia TV serial Actor Detained
Advertisment
ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ପ୍ରେମ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିବା ଅଭିଯୋଗରେ ଅଭିନେତା ଏମ.ସୁମନ କୁମାରଙ୍କୁ ପାହାଳ ଥାନାରେ ଅଟକ ରଖାଯାଇଛି। ଅନେକ ଓଡ଼ିଆ ସିରିଏଲ୍ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।
Advertisment
ଯୁବତୀଙ୍କ ଅଭିଯୋଗ ଆଧାରରେ ପାହାଳ ଥାନାରେ ଅଭିନେତା ସୁମନଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି। ସୂଚନା ଅନୁସାରେ, ସୁମନ ସମ୍ପୃକ୍ତ ଯୁବତୀଙ୍କ ସହ ୨ ବର୍ଷରୁ ଅଧିକ ଦିନ ହେବ ପ୍ରେମ କରୁଥିଲେ। ହେଲେ ଏବେ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650795732.jpeg)