Advertisment

ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି: ଅଭିନେତା ବାବୁସାନଙ୍କୁ ଅଟକାଇ ପତ୍ନୀ କଲେ ଝଗଡ଼ା

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Babushaan, Prakruti Mishra Viral Video Case

Babushaan, Prakruti Mishra Viral Video Case

Advertisment

ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Advertisment

ବାବୁସାନଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମଧ୍ୟ ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଛନ୍ତି। ରାସ୍ତା ଉପରେ ଝଗଡ଼ା କରୁଥିବାର ଦୃଶ୍ୟ ଭାଇରାଲ ହୋଇଛି। ଅଧିକ ଝଗଡ଼ା ପରେ ଗାଡିରୁ ଓହ୍ଲାଇ ପ୍ରକୃତି ମିଶ୍ର ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପ୍ରକୃତି ମିଶ୍ରଙ୍କୁ ଧକ୍କା ଦେଉଥିବା ମଧ୍ୟ ନଜର ଆସିଛି।

ସେଲିବ୍ରେଟିଙ୍କ ଏଭଳି ଭିଡିଓ ଭାଇରାଲ୍‌ କରିବା କେତେ ଦୂର ଠିକ୍‌ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ପବ୍ଲିକ୍‌ ଲାଇଫ୍‌ରେ ଥିବା ଷ୍ଟାରଙ୍କ ଏଭଳି ଆଚରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। 

Advertisment

Babushan Mohanty Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ