Advertisment

ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ। ୩୩ ‍ବର୍ଷୀୟା ଏହି ଅଭିନେତ୍ରୀ କିଛି ଫିଲ୍ମ ଓ ସିରିଏଲ୍‌ ଅଭିନୟ କରିଥିଲେ।

ଅଦ୍ୟତନ ହୋଇଛି
Malayalam Actor Aparna Nair Found Dead At Home

Malayalam Actor Aparna Nair Found Dead At Home

Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମାଲାୟାଲାମ ଅଭିନେତ୍ରୀ ଅପର୍ଣ୍ଣା ନାଏରଙ୍କ ମୃତଦେହ। ଗୁରୁବାର ବିଳମ୍ବିତ ରାତିରେ କରମାନା ସ୍ଥିତ ନିଜ ବାସଭବନରେ ଅପର୍ଣ୍ଣାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ୩୩ ‍ବର୍ଷୀୟା ଏହି ଅଭିନେତ୍ରୀ କିଛି ଫିଲ୍ମ ଓ ସିରିଏଲ୍‌ ଅଭିନୟ କରିଥିଲେ।

Advertisment

ଅପର୍ଣ୍ଣା, ସ୍ୱାମୀ ଓ ୨ ପିଲାଙ୍କ ସହ ରହୁଥିଲେ। ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଘଟଣା ଘଟିଥିବା ବେଳେ ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ହସ୍ପିଟାଲ୍‌ରେ ଅଭିନେତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା, ସେହି ହସ୍ପିଟାଲ୍‌ ପକ୍ଷରୁ ପୋଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। 

Malayalam Actress Aparna Nair Found Dead At HomeMalayalam Actress Aparna Nair
ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଛି ଓ ଏହା ପଛରେ ପାରିବାରିକ କଳହ ଥାଇପାରେ। ଯେଉଁଥିପାଇଁ ଅଭିନେତ୍ରୀ ଜଣକ ଏଭଳି ଚରମ ପଦେକ୍ଷେପ ନେଲେ। 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ