Advertisment

ମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ। ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍‌ରେ ଅନୁଷ୍ଠିତ ହେବ। ଗତ ବର୍ଷ ମେକ୍ସିକୋର ଏଣ୍ଡ୍ରିୟା ମେଜା ବିଶ୍ୱସୁନ୍ଦରୀ ଟାଇଟଲ୍ ଜିତିଥିଲେ।

Harnaaz Sandhu wins miss Diva miss universe India

Harnaaz Sandhu wins miss Diva miss universe India

Advertisment

ନୂଆଦିଲ୍ଲୀ : ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ। ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍‌ରେ ଅନୁଷ୍ଠିତ ହେବ। ଗତ ବର୍ଷ ମେକ୍ସିକୋର ଏଣ୍ଡ୍ରିୟା ମେଜା ବିଶ୍ୱସୁନ୍ଦରୀ ଟାଇଟଲ୍ ଜିତିଥିଲେ।

Advertisment
Harnaaz Sandhu wins miss Diva miss universe Indiaମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆର ଅନ୍ତିମ ରାଉଣ୍ଡକୁ ୬ ଜଣ ସୁନ୍ଦରୀ ଯୋଗ୍ୟ ବିଜେଜିତ ହୋଇଥିଲେ। ଏଥିରେ ଅଙ୍କିତା ସିଂ, ଦିବିତା ରାୟ, ହର୍‌ନାଜ ସନ୍ଧୁ, ରିତିକା ଖତ୍‌ନାନି, ସୋନାଲ କୁକରେଜା ଏବଂ ତାରିଣୀ କାଲିଙ୍ଗରାୟଙ୍କ ନାମ ସାମିଲ ଥିଲା। କିନ୍ତୁ ସମସ୍ତଙ୍କୁ ପରାସ୍ତ କରି ହର୍‌ନାଜ ସନ୍ଧୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ଆଖ୍ୟା ଅର୍ଜନ କରିଛନ୍ତି। ସେପ୍ଟେମ୍ବର ୩୦ରେ ଆୟୋଜିତ ଏକ ବିଶାଳ ସମାରୋହରେ ବଲିଉଡ ଅଭିନେତ୍ରୀ କୃତି ସାନନ ହ ହର୍‌ନାଜ ସନ୍ଧୁଙ୍କୁ ମୁକୁଟ ପିନ୍ଧେଇଥିଲେ।

Harnaaz Sandhu wins miss Diva miss universe Indiaମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ
Advertisment

ପଞ୍ଜାବର ମଡେଲ ହର୍‌ନାଜ ସନ୍ଧୁ ଅଭିନୟ, ଗୀତ, ନୃତ୍ୟ, ଯୋଗ, ପହଁରିବା, ଘୋଡା ଚଢିବା ଓ ରୋଷେଇ କରିବାକୁ ଭଲ ପାଆନ୍ତି। ସେ ଏହା ପୂର୍ବରୁ ୨୦୧୭ରେ ଟାଇମ୍ସକ୍ରେସ୍‌ଫେସ୍ ମିସ୍ ଚଣ୍ଡିଗଡ଼ ୨୦୧୭ ଟାଇଟଲ୍ ଜିତିଛନ୍ତି।

Harnaaz Sandhu ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ସେହିଭଳି ସେ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ୨୦୧୯ ମଧ୍ୟ ହୋଇଛନ୍ତି। ଏହାଛଡା ସେ ପଞ୍ଜାବୀ ଚଳଚ୍ଚିତ୍ର "ୟାରା ଦିୟା ପୁ ବରନ୍" ଏବଂ "ବାଇ ଜୀ କୁଟ୍ଟଙ୍ଗେ" ରେ ମଧ୍ୟ ଅଭିନୟ କରିଛନ୍ତି। ସେ ଚଣ୍ଡିଗଡ଼ର ସରକାରୀ ବାଳିକା ମହାବିଦ୍ୟାଳୟରେ ପାଠ ପଢିଥିବା ବେଳେ ବର୍ତ୍ତମାନ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍‌ରେ ମାଷ୍ଟର କରୁଛନ୍ତି।

Advertisment
Harnaaz Sandhu ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ଏହି ଅବସରରେ ପୁଣେର ରିତିକା ଖତନାନୀଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ ମିସ୍ ଡିଭା ସୁପର୍‌ନେସ୍‌ନାଲ୍ ୨୦୨୨ ମୁକୁଟ ପିନ୍ଧାଯାଇଛି। ସେ ବର୍ତ୍ତମାନ ମିସ୍ ସୁପର୍‌ନେସ୍‌ନାଲ୍ ପ୍ରତିଯୋଗିତାର ୧୩ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଜୟପୁରର ସୋନାଲ କୁକ୍‌ରେଜାଙ୍କୁ LIVA ମିସ୍ ଡିଭା ଫାଷ୍ଟ୍ ରନର୍ ଅପ୍ ଭାବରେ ବଛାଯାଇଛି।

Harnaaz Sandhu wins miss Diva miss universe Indiaମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ସମସ୍ତ୍ କୋଭିଡ ପ୍ରୋଟୋକଲ ମାନି ଏହି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏଥିରେ ସର୍ବଶ୍ରେଷ୍ଠ ୨୦ ଜଣ ବିଶିଷ୍ଟ ଫ୍ୟାଶନ୍ ଡିଜାଇନର୍ ଅଭିଷେକ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିଥିଲେ।

Harnaaz Sandhu wins miss Diva miss universe Indiaମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ଏହି ମହୋତ୍ସବରେ ଫ୍ୟାଶନ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ଲୋକପ୍ରିୟ ବ୍ୟକ୍ତିମାନେ ଉପସ୍ଥିତ ଥିବାବେଳେ ବଲିଉଡର ହଟ ଗାର୍ଲ ମଲାଇକା ଆରୋରା ରେଡ କାର୍ପେଟରେ ନିଜର ଜଲୱା ଦେଖେଇଥିଲେ। ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ଆୟର ତିୱାରୀ, ଗାୟିକା କନିକା କପୁର, ବିଶ୍ୱ ବିଲିୟର୍ଡ ଚମ୍ପିଅନ୍ ପଙ୍କଜ ଆଡଭାନୀ, ଅଭିନେତା ଅଙ୍ଗଦ ବେଦୀ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ସଚିନ କୁମ୍ଭାର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Entertainment Miss Diva Miss Universe India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ