Advertisment

Fraud Case: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଛି।

Mumbai Police issues lookout circular against Shilpa Shetty, Raj Kundra in fraud case

Mumbai Police issues lookout circular against Shilpa Shetty, Raj Kundra in fraud case

Advertisment

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଛି। ଶିଳ୍ପାଙ୍କ ସହ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମଧ୍ୟ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି ମୁମ୍ବାଇ ପୋଲିସ। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ଏହି ନୋଟିସ୍ ଜାରି କରିଛି। 

Advertisment

ଦୀପକ କୋଠାରୀ ନାମକ ଜଣେ ବ୍ୟବସାୟୀ ଏହି ଷ୍ଟାର କପୁଲଙ୍କ ନାଁରେ ଠକେଇ ଅଭିଯୋଗ  ଆଣିଥିଲେ।  ଅଭିଯୋଗ ଅନୁଯାୟୀ ୨୦୧୫ରୁ ୨୦୨୩ ଭିତରେ ଶିଳ୍ପା ଓ ରାଜ କୁନ୍ଦ୍ରା ତାଙ୍କଠାରୁ ନିବେଶ କରି ବ୍ୟବସାୟ ସମ୍ପ୍ରସାରଣ କରିବା ଆଳରେ ଏହି ଅର୍ଥ ଆଣିଥିଲେ। ହେଲେ  ନିବେଶ ନକରି ବ୍ୟକ୍ତିଗତ ସ୍ବାର୍ଥରେ ଏହି ଅର୍ଥ ଉପଯୋଗ କରିଥିଲେ।

Mumbai Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ