Advertisment

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ; ଜାଣନ୍ତୁ କେବେ ହେବ ପରୀକ୍ଷା

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Supreme Court rejects plea seeking to postpone NEET-PG 2022 examination

Supreme Court rejects plea seeking to postpone NEET-PG 2022 examination

Advertisment

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ଖାରଜ କରିଛନ୍ତି ।

Advertisment

ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖ ତଥା ମେ ମାସ ୨୧ ତାରିଖରେ ହିଁ ହେବ ନିଟ୍ ପିଜି ପରୀକ୍ଷା ହେବ ।

ତେବେ ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ ଏବଂ ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ରୋଗୀ ସେବା ପ୍ରଭାବିତ ହୋଇପାରେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

Advertisment
NEET PG Exam NEET-PG 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ