Advertisment

କାଲି ସ୍କୁଲ ଛୁଟି; ଏଥର ଦଶହରା ଛୁଟି ୮ଦିନ

ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ ।

ଅଦ୍ୟତନ ହୋଇଛି
School Closed

School Closed

Advertisment

ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍‌ ପ୍ରକାଶ ପାଇଛି । ଚଳିତବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।

Advertisment
Dusshera Mahalaya School Close
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ