Advertisment

Plus Two Evolution: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା; ସାମିଲ ହେବେ୧୬ ହଜାର ଅଧ୍ୟାପକ

ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମଥର ଏକା ସହ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ କରେସପଣ୍ଡିଂ ପରୀକ୍ଷାଫଳ ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ।

plus-two-exam-

plus-two-exam-

Advertisment

ଆଜିଠୁ ପ୍ଲସ ଟୁ ଖାତା ଦେଖା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖରାକୁ ଆଖିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖାଯିବ। ପ୍ରଥମ ସିଫ୍ଟ ସକାଳ ସାଢେ ୭ଟାରୁ ୧୨ଟା ୩୦ ଏବଂ ଦ୍ୱିତୀୟ ସିଫ୍ଟ ଗୋଟାଏ ୩୦ରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ।

Advertisment

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌

ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମଥର ଏକା ସହ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ କରେସପଣ୍ଡିଂ ପରୀକ୍ଷାଫଳ ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ।

Advertisment

ପ୍ରାକ୍ଟିକାଲ ମାର୍କ ଆଗୁଆ ହସ୍ତଗତ ହୋଇସାରିଛି। ସେହିପରି ମାଲ ପ୍ରାକ୍ଟିସ୍ ହୋଇଥିବା ପରିକ୍ଷାର୍ଥୀମାନେ ନିଜ ତ୍ରୁଟି ସଂପର୍କରେ ଆଗୁଆ ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରିବାପାଇଁ ସୁଯୋଗ ଦିଆଯାଇଛି। ଚଳିତବର୍ଷ ମୋଟ୍ ୩ ଲକ୍ଷ ୯୩ ହଜାର ୬୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

: ଅଧିକ ପଢ଼ନ୍ତୁ: ରାଜା ପରେ ଏବେ କାହାର ପାଳି? ଜିଲ୍ଲାପାଳ, ଏସପି ନା ନେତା

Plus Two Evaluation Plus Two Result CHSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ