ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି । କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବାବେଳେ ବିଜ୍ଞାନରେ ପୁରୀ SCS କଲେଜର କଟ ଅଫ ଆଗରେ ରହିଛି । କଳାରେ
Also Read
+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ପୁରୀ ଏସସିଏସରେ ରସାୟନ ବିଜ୍ଞାନ(୯୪.୫୦ ପ୍ରତିଶତ), ଗଣିତ(୯୪ ପ୍ରତିଶତ), ଉଦ୍ଭିଦ ବିଜ୍ଞାନ(୯୫.୬୦ ପ୍ରତିଶତ), ଏମପିସି ବାରିପଦାରେ ଜୀବ ବିଜ୍ଞାନ(୯୪.୮୩ ପ୍ରତିଶତ) ରହିଛି । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ(୯୧.୮୩ ପ୍ରତିଶତ) ରହିଛି ।