OSSTET Exam 2022 to be held tomorrow
ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ବା ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। କୋଭିଡ୍ ଗାଇଡ୍ଲାଇନ୍ରେ ୨ଟି ସିଟିଂରେ ପରୀକ୍ଷା ହେବ।ପ୍ରଥମ ସିଟିଂ ୯ରୁ ୧୧ଟା ୩୦ ଯାଏ ଓ ଦ୍ୱିତୀୟ ସିଟିଂ ଦିନ ୧ରୁ ୩ଟା ୩୦ ଯାଏ ହେବ।
ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ମାଲ୍ ପ୍ରାକ୍ଟିସ୍ରେ ବୁକ୍ ହେଲେ ଆଉ OSSTET(Odisha Secondary School Teacher Eligibility Test) ପରୀକ୍ଷା ଦେଇ ପାରିବେନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ପରୀକ୍ଷାର୍ଥୀଙ୍କ ସହ ଷ୍ଟାଫ୍ଙ୍କୁ ମଧ୍ୟ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1644309496.jpg)