Mo school campaign
ରାଜ୍ୟର ଶିକ୍ଷା କ୍ଷେତ୍ରରେ ଲାଗୁ ହେବ 5C । କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବା ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି ।
ଏହା କୌଣସି ନୂଆ ସ୍କିମ୍ ନୁହେଁ କେବଳ ଏକ ନୂତନ ଚିନ୍ତାଧାରା । ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବା ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ 5C ଅଧିନରେ କାମ ଚାଲୁଛି ।
ଆସନ୍ତା ବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବାକୁ ସମସ୍ତଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700025780.jpg)