Advertisment

BREAKING: ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା

ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Odisha CHSE Plus 2 Exams 2022 begin today

Class IX

Advertisment

ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

Advertisment

ସୂଚନା ଅନୁସାରେ, ଚଳିତ ବର୍ଷ ମୋଟ ୫, ୬୬, ୨୬୯ ପିଲା ନବମ ପରୀକ୍ଷା ଦେଇଥାନ୍ତେ । ହେଲେ ମୋଟ ୫, ୫୧, ୩୩୪ ପିଲା ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶିତ ରେଜଲ୍ଟରେ ୯୦୩୯ ପିଲାଙ୍କୁ AI ଗ୍ରେଡ୍ ଦିଆଯାଇଥିବାର ଜଣାପଡିଛି । 

ଆହୁରି ପଢନ୍ତୁ : ଚଳିତ ମାଟ୍ରିକ ପରୀକ୍ଷାରେ ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ

Advertisment

ତେବେ ପରୀକ୍ଷା ଦେଇଥିବା ସମସ୍ତ ପିଲା ଦଶମକୁ ଉନ୍ନୀତ ହେବେ ଏବଂ F(II) ପାଇଥିବା ୩୦, ୧୩୮ ପିଲାଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 

Odisha Education Class IX
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ