Advertisment

ପ୍ରକାଶ ପାଇଲା JEE(ମେନ୍‌) ରେଜଲ୍ଟ

ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
JEE Mains 2023 Result 2023

JEE Mains 2023 Result Announced

Advertisment

ପ୍ରକାଶ ପାଇଲା JEE(ମେନ୍‌) ରେଜଲ୍ଟ। ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ - http://jeemain.nta.nic.inରେ ରେଜଲ୍ଟ ଚେକ୍‌ କରିପାରିବେ।

Advertisment

ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ। JEE (ମେନ୍)-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ। 

କେଉଁଠି ଚେକ୍‌ କରିବେ ରେଜଲ୍ଟ...

https://testservices.nic.in/resultservices/JEEMAIN-auth-23
https://ntaresults.nic.in/resultservices/JEEMAIN-auth-23

Advertisment

କେମିତି ଚେକ୍‌ କରିବେ ରେଜଲ୍ଟ...

  • ଉପରେ ଦିଆଯାଇଥିବା ଯେକୌଣସି ୱେବ୍‌ସାଇଟ୍‌କୁ ଯାଆନ୍ତୁ
  • ଏହାପରେ ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦିଅନ୍ତୁ
  • ସିକ୍ୟୁରିଟି କୋଡ୍‌ ଦେଇ ଏହାକୁ ସବ୍‌ମିଟ୍‌ କରନ୍ତୁ
  • ଏହାପରେ ଆପଣ ସ୍କ୍ରିନ୍‌ ଉପରେ ରେଜଲ୍ଟ ଦେଖିପାରିବେ
JEE Main Result NTA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ