JEE Main 2022 session 1 result out
ପ୍ରକାଶ ପାଇଲା JEE (ମେନ୍) ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଜୁନ୍ ୨୩ରୁ ୨୯ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।
ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ୍-୧ ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଓ ଜୁଲାଇରେ ମେନ୍ ପରୀକ୍ଷା କରାଯାଉଛି। ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ।
ଫାଇନାଲ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ। ଚଳିତ ମାସ ୨୧ରୁ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ JEE (ମେନ୍) ପରୀକ୍ଷା ହେବ। JEE (ମେନ୍)ର ରେଜଲ୍ଟ ଆଧାରର JEE ଆଡଭାନସନଡ୍ ପାଇଁ ଚୟନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657507179.jpg)