Advertisment

ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ ପରୀକ୍ଷା

ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା ।

ଅଦ୍ୟତନ ହୋଇଛି
JEE Advanced 2022: IIT JEE exam rescheduled, to be conducted on August 28

JEE Advanced 2022: IIT JEE exam rescheduled, to be conducted on August 28

Advertisment

ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ  ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା ।  ପୂର୍ବରୁ ଜୁଲାଇ ୩ରେ JEE (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା ।

Advertisment
JEE Advanced 2022: IIT JEE exam rescheduled, to be conducted on August 28 (JEE Advanced 2022)

ସୂଚନା ଅନୁସାରେ, ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ୧୧ ତାରିଖରୁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅଗଷ୍ଟ ୨୩ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ । ସେହିପରି ସେପ୍ଟେମ୍ୱର ୩ ତାରିଖରେ ୱେବ୍‌ସଇଟ୍‌ରେ ଉତ୍ତର ଖାତା ଉପଲବ୍ଧ ହେବ । ଏହାସହ ସେପ୍ଟେମ୍ୱର ୧୧ ତାରିଖରେ ରେଜଲ୍ଟ ଘୋଷଣା କରାଯିବ ।

Exam JEE Advanced 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ