Advertisment

ପ୍ରକାଶ ପାଇଲା ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ

ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ, ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ

ଅଦ୍ୟତନ ହୋଇଛି
Special story

Special story

Advertisment

ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଏଥର ଝିଅମାନେ ବାଜି ମାରି ନେଇଛନ୍ତି ।  ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ରହିଛି । ସେହିପରି ମୋଟ ପାସ୍‌ ହାର ୯୯. ୯୭ ରହିଛି ।   

Advertisment

ଏହି ୱେବସାଇଟରେ ଉପଲବ୍ଧ ଫଳାଫଳ

cisce.org

results.cisce.org

results.nic.in

କିପରି ଯାଞ୍ଚ କରିବେ ଫଳାଫଳ

୧: ସର୍ବପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.org କୁ ଯାଆନ୍ତୁ

୨: ହୋମପେଜରେ 'ICSE Result 2022' ଲିଙ୍କରେ କ୍ଲିକ୍ କରନ୍ତୁ

୩ : ତା’ପରେ ଇଣ୍ଡେକ୍ସ ନମ୍ବର, UID ଏବଂ କ୍ୟାପଚା କୋଡ୍ ଦିଅନ୍ତୁ

୪: ଏବେ ଆପଣଙ୍କ ସାମ୍ନାରେ 'ICSE Class 10th Result 2022' ସ୍କ୍ରିନରେ ଖୋଲିଯିବ

୫ : ଏଠାରେ ପରୀକ୍ଷା ଫଳ ଦେ‍ଖିବା ପର ଡାଉନଲୋଡ୍ କରିପାରିବେ

୬ : ଛାତ୍ରଛାତ୍ରୀମାନେ ଏଠାରେ ଫଳାଫଳର ଡିଜିଟାଲ୍ ମାର୍କ ସିଟ୍ ଡାଉନଲୋଡ୍ କରିବା ସହ ପ୍ରିଣ୍ଟଆଉଟ୍ ବାହାର କରିପାରିବେ

Icse Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ