Advertisment

ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଦଶମ ଓ ଦ୍ୱାଦଶ ରେଜଲ୍ଟ; ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ ?

ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

ଅଦ୍ୟତନ ହୋଇଛି
ICSE Exam Results

ICSE Exam Results

Advertisment

ଆଜି ପ୍ରକାଶ ପାଇବ ICSE ରେଜଲ୍ଟ । ଅପରାହ୍ନ ୩ଟାରେ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । cisce.org ଓ  results.cisce.org ୱେବସାଇଟରେ ରେଜଲ୍ଟ ମିଳିପାରିବ । ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । 

Advertisment

ଦଶମ ପରୀକ୍ଷା ଫେବୃଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ଶେଷ ହୋଇଥିଲା । ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିଥିଲା ।

ୱେବ୍‌ସାଇଟ୍‌ରେ କେମିତି ଚେକ୍‌ କରିବେ ICSE ଦଶମ ରେଜଲ୍ଟ ?

  • ଅଫିସିଆଲ୍‌ ୱେବ୍‌ସାଇଟ୍‌- results cisce.org କୁ ଯାଆନ୍ତୁ
  • ‘Results 2023’ ଅପ୍‌ସନ୍‌ରେ କ୍ଲିକ୍‌ କରନ୍ତୁ
  • ଏହାପରେ ICSE ଦଶମ ରେଜଲ୍ଟ ୱିଣ୍ଡୋ ଓପନ୍‌ ହେବ
  • ଆପଣ  ଇଣ୍ଡେକ୍ସ ନମ୍ବର, UID ଓ captcha କୋଡ୍‌ ଦେଇ ‘show result’ ଉପରେ କ୍ଲିକ୍‌ କରନ୍ତୁ
  • ଏହାପରେ ସ୍କ୍ରିନ୍‌ରେ ରେଜଲ୍ଟ ଦେଖିପାରିବେ
  • ରେଜଲ୍ଟ ସ୍କ୍ରିନ୍‌ରେ ଆସିବା ପରେ ଆପଣ ଏହାକୁ ଡାଉନଲୋଡ୍‌ କରିପାରିବେ
Advertisment

SMS ମାଧ୍ୟମରେ କେମିତି ଚେକ୍‌ କରିବେ ରେଜଲ୍ଟ ? 

ଛାତ୍ରଛାତ୍ରୀମାନେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସେମାନଙ୍କର ICSE ଦଶମ ଶ୍ରେଣୀ ରେଜଲ୍ଟ ଚେକ୍‌ କରିପାରିବେ।

  • SMS ଫର୍ମାଟ୍‌: 09248082883 ଏହି ନମ୍ବରରେ SMS ପଠାଇ ଆପଣ ରେଜଲ୍ଟ ଚେକ୍‌ କରିପାରିବେ।
Advertisment

ସୂଚନାଥାଉ କି, ଚଳିତ ବର୍ଷ ଫେବୃଆରୀ ୨୭ରେ ICSE ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 

ICSE Results Declared
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ