Advertisment

ଆଜି ବାହାରିବ ICSE ବୋର୍ଡ ରେଜଲ୍ଟ: ଜାଣନ୍ତୁ ୱେବ୍‌ସାଇଟ୍‌ ଓ SMS ମାଧ୍ୟମରେ କେମିତି ଚେକ୍‌ କରିବେ ରେଜଲ୍ଟ...

ଆଜି ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ICSEର ଅଫିସିଆଲ୍‌ ୱେବ୍‌ସାଇଟ୍‌- results cisce.org ରେ ରେଜଲ୍ଟ ଉପଲ୍ଲବ୍ଧ ହେବ।

ଅଦ୍ୟତନ ହୋଇଛି
ICSE Board Results 2023

ICSE board results 2023 to be announced today

Advertisment

ଗତକାଲି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିଥିବା ବେଳେ ଆଜି ICSE( Indian Certificate of Secondary Education)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ICSEର ଅଫିସିଆଲ୍‌ ୱେବ୍‌ସାଇଟ୍‌- results cisce.org ରେ ରେଜଲ୍ଟ ଉପଲ୍ଲବ୍ଧ ହେବ। ଏହାସହ ଛାତ୍ରଛାତ୍ରୀମାନେ ସେମାନଙ୍କର ମାର୍କସିଟ୍‌ ମଧ୍ୟ ଡାନଲୋଡ କରିପାରିବେ। ରେଜଲ୍ଟ ଚେକ୍‌ କରିବା ପାଇଁ (ICSE Results 2023) ଛାତ୍ରଛାତ୍ରୀମାନେ ସେମାନଙ୍କର ଇଣ୍ଡେକ୍ସ ନମ୍ବର, UID ସହ captcha କୋଡ୍‌ ଦେବେ।

Advertisment

ୱେବ୍‌ସାଇଟ୍‌ରେ କେମିତି ଚେକ୍‌ କରିବେ ICSE ଦଶମ ରେଜଲ୍ଟ ?

  • ଅଫିସିଆଲ୍‌ ୱେବ୍‌ସାଇଟ୍‌- results cisce.org କୁ ଯାଆନ୍ତୁ
  • ‘Results 2023’ ଅପ୍‌ସନ୍‌ରେ କ୍ଲିକ୍‌ କରନ୍ତୁ
  • ଏହାପରେ ICSE ଦଶମ ରେଜଲ୍ଟ ୱିଣ୍ଡୋ ଓପନ୍‌ ହେବ
  • ଆପଣ  ଇଣ୍ଡେକ୍ସ ନମ୍ବର, UID ଓ captcha କୋଡ୍‌ ଦେଇ ‘show result’ ଉପରେ କ୍ଲିକ୍‌ କରନ୍ତୁ
  • ଏହାପରେ ସ୍କ୍ରିନ୍‌ରେ ରେଜଲ୍ଟ ଦେଖିପାରିବେ
  • ରେଜଲ୍ଟ ସ୍କ୍ରିନ୍‌ରେ ଆସିବା ପରେ ଆପଣ ଏହାକୁ ଡାଉନଲୋଡ୍‌ କରିପାରିବେ

SMS ମାଧ୍ୟମରେ କେମିତି ଚେକ୍‌ କରିବେ ରେଜଲ୍ଟ ? 

ଛାତ୍ରଛାତ୍ରୀମାନେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସେମାନଙ୍କର ICSE ଦଶମ ଶ୍ରେଣୀ ରେଜଲ୍ଟ ଚେକ୍‌ କରିପାରିବେ।

Advertisment
  • SMS ଫର୍ମାଟ୍‌: 09248082883 ଏହି ନମ୍ବରରେ SMS ପଠାଇ ଆପଣ ରେଜଲ୍ଟ ଚେକ୍‌ କରିପାରିବେ।

ସୂଚନାଥାଉ କି, ଚଳିତ ବର୍ଷ ଫେବୃଆରୀ ୨୭ରେ ICSE ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 

Advertisment
Icse Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ