CBSE Board Exams
Advertisment
ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ଏନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE । ଏନେଇ ଅଫିସିଆଲ ୱେବସାଇଟ cbse.nic.in ଏବଂ cbse.gov.in ରେ ତଥ୍ୟ ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
Advertisment
ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନରେ ହେବ । ପୂର୍ବାହ୍ଣ ୧୦ଟା ୩୦ରୁ ଅପରାହ୍ଣ ଗୋଟାଏ ୩୦ ଏବଂ ଦ୍ୱିତୀୟ ସେସନ୍ ୧୦ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ଅନ୍ୟଦିନ ଗୁଡ଼ିକରେ ୩ରୁ ୪ଟି ସେସନ୍ ପରୀକ୍ଷା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702385467.jpg)