Advertisment

BIG BREAKING: ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।

ଅଦ୍ୟତନ ହୋଇଛି
Odisha Civil Services Exam 2023

OCS EXAM

Advertisment

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା - ୨୦୨୨ ତାରିଖ ଘୋଷଣା କରାଯାଇଛି । ଅକ୍ଟୋବର ୧୫ ତାରିଖ ରବିବାର ଦିନ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଏଥିରେ କୁହାଯାଇଛି । ଏନେଇ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ ।ଆୟୋଗ ପକ୍ଷରୁ ପରୀକ୍ଷାର ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ  ।

Advertisment

ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍‌ରେ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି ।  https://opsc.govt.in କୁ ଗଲେ ସବିଶେଷ ତଥ୍ୟ ମିଳିପାରିବ। 

Odisha Civil Services Exam OCS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ