Advertisment

ଏଣିକି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍‌କ୍ୱାଟରରେ ବ୍ୟବସ୍ଥା କରାଯାଇଛି ।

A Control Room shall Operate in The Head Office Of The CHSE, Odisha

A Control Room shall Operate in The Head Office Of The CHSE, Odisha

Advertisment

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ ସିଏଚଏସଇ ହେଡ୍‌କ୍ୱାଟରରେ ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ମେ ୩୧ ଯାଏ ଚାଲିବ କଣ୍ଟ୍ରୋଲ ରୁମ୍ ।

Advertisment

ପରୀକ୍ଷା ନେଇ କୌଣସି ସମସ୍ୟା ଥିଲେ, ଛାତ୍ରଛାତ୍ରୀ ସନ୍ଦେହ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏଥିପାଇଁ ଟେଲିଫୋନ ନମ୍ବର ୦୬୭୪-୨୩୦୩୮୦୩ ଜାରି କରାଯାଇଛି ।

A Control Room shall Operate in The Head Office Of The CHSE, Odisha (ICSEର ନୋଟିସ)

ଅନ୍ୟପକ୍ଷେ, ଆଜିଠାରୁ ICSE ଦଶମ ସେମିଷ୍ଟର ୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ପ୍ରଥମ ଦିନରେ ଇଂରାଜୀ ଭାଷାରେ ପରୀକ୍ଷା ହୋଇଛି। ଏହି ପରୀକ୍ଷା ମେ’ ୨୩ ଯାଏ ଚାଲିବ। ସେହିପରି କୋଭିଡ୍‌ ଗାଇଡ୍‌ଲାଇନ୍ସ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଟିକାକରଣ ପ୍ରମାଣପତ୍ର ଦେଖାଇ ହଲ୍‌ ଭିତରକୁ ପ୍ରବେଶ କରିବେ । ଏହାସହ ମାସ୍କ ଓ ସାନିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Advertisment
Odisha Council Of Higher Secondary Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ