Advertisment

ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି।

Youth sustains critical burn injuries

Youth sustains critical burn injuries

Advertisment

ସାଲେପୁର: କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ। ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ହୋଇଛନ୍ତି।ପୋଡ଼ିହୋଇ ଗୁରୁତର ଥିବା ବ୍ୟକ୍ତି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି। କେଉଁ କାରଣ ପାଇଁ ଥାନା ସାମ୍ନାରେ ନିଜକୁ ନିଆଁ ଲଗାଇଲେ, ଅସ୍ପଷ୍ଟ ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ