ଅଦ୍ୟତନ ହୋଇଛି
Youth kills woman by slitting her throat
Advertisment
ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା କରାଯାଇଛି। ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀଙ୍କ ତଣ୍ଟି କାଟିବା ପରେ ଯୁବକ ଜଣକ ନିଜ ତଣ୍ଟି କାଟି ପକାଇଛନ୍ତି। ଏଭଳି ଘଟଣା ଘଟିଛି ଟିକିରି ଥାନା ଉଷାପଡ଼ା ଗାଁରେ। ଅଭିଯୁକ୍ତଙ୍କ ନାଁ ରସିକ ପ୍ରଧାନ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। କେବଳ ସେତିକି ନୁହେଁ, ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ଆହତ ହୋଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662202774.jpg)