ଅଦ୍ୟତନ ହୋଇଛି
Woman Daughter-in-low Murder In Balangir
Advertisment
ବଲାଙ୍ଗିର ତୁଷରା ଅଞ୍ଚଳରେ ଚାଞ୍ଚଲ୍ୟ । ନୂଆପଡ଼ା ଗାଁରେ ହୋଇଛି ଡବଲ ମର୍ଡର । ଶାଶୁ ଓ ବୋହୂଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ମୃତକ ସଂପର୍କରେ ଶାଶୁ ବୋହୁ ଥିବା କହିଛନ୍ତି ଗାଁ ଲୋକେ ।
Advertisment
ତେବେ କିଏ କାହିଁକି ହତ୍ୟା କରିଛି, ସେ ସଂପର୍କରେ ଏଯାଏ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us