Advertisment

ଥାନା ଆଗରେ କିରୋସିନ୍‌ ଢ଼ାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୂତି ଉଦ୍ୟମ କଲେ ମହିଳା।

ଅଦ୍ୟତନ ହୋଇଛି
self immolation

self immolation

Advertisment

ଥାନା ଆଗରେ କିରାସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଥାନା ସାମ୍ନାରେ ଘଟିଛି । ମହିଳା ଜଣକ ନିଆଁ ଲଗାଇବା ପୂର୍ବରୁ ପୋଲିସ କର୍ମଚାରୀ ଠିକ୍ ସମୟରେ ହସ୍ତକ୍ଷେପ କରି ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମହିଳା ଜଣକ ହେଲେ ଗଙ୍ଗଳା ଗାଁର ସୁକାନ୍ତି ମାଝୀ । ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ୧୦ରୁ ୧୨ ଜଣ ଲୋକ ତାଙ୍କୁ ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ କିଛି ବି ପଦକ୍ଷେପ ନେଇନାହିଁ । ନ୍ୟାୟ ନପାଇ ଥାନା ସମ୍ମୁଖରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୁକାନ୍ତି ।

Advertisment

ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ଜାଗା ବାଡ଼ିକୁ କେନ୍ଦ୍ର କରି ୧୦ରୁ ୧୨ ଗ୍ରାମବାସୀ ସୁକାନ୍ତି ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସୁକାନ୍ତି ମାଲକାନାଗିରି ସଦର ଥାନାରେ ଅଭିଯୋଗ କରିଥିଲେ।

Crime Attempt Self Immolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ