ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ୨ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ

ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ସୁବାସ ଘିସିଂ ଗିରି ନାମକ ଜଣେ ଯୁବକକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

The EOW has arrested two superintendents

ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଗିରଫ ନାଁ ହେଲା ସୁବାସ ଘିସିଂ ଗିରି । ପଶ୍ଚିମବଙ୍ଗରୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବଡ଼ବିଲ କୋର୍ଟରେ ହାଜର କରାଯାଇଛି ।

ଦ୍ୱିତୀୟ ଅଭିକ୍ତ ସୟଦ ସହବଜା ନକଭିକୁ ଛତିଶଗଡ଼ରୁ ଗିରଫ କରାଯାଇଛି ସେଠାରୁ ଆଣି ସୟଦକୁ ମଧ୍ୟ ବଡ଼ବିଲ କୋର୍ଟରେ ହାଜର କରାଯାଇଛି । ବଡ଼ବିଲ ମୁ୍ନ୍ସିପାଲିଟର କାର୍ଯ୍ୟ ନିର୍ବାହୀଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରିଛି ଇଓଡବ୍ଲୁ ।  ନକଲି ଚେକ୍ ଓ ଜାଲ୍ ଦସ୍ତଖତ ଜରିଆରେ ଏମାନେ ୨ କୋଟି ୪୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା...