Advertisment

ଇଂଲିଶ ମିଡିୟମ ଛାତ୍ରକୁ ପଥରରେ ଛେଚି ହତ୍ୟା

ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି ।

ଅଦ୍ୟତନ ହୋଇଛି
School Boy Death

School Boy Death

Advertisment

ଛାତ୍ରକୁ ପଥରରେ ଛେଚି ହତ୍ୟା । ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି । ରାଉରକେଲା ଟାଙ୍ଗରପାଲି ଥାନା ହେକେଟ ରୋଡ୍ କଚରାପୁଲିଆରେ ମୃତଦେହ ଠାବ କରାଯାଇଛି । ମୃତ ଛାତ୍ର ଜଣଙ୍କ ଏକ ଇଂଲିଶ ମିଡିୟମ ସ୍କୁଲ୍ ରେ ପଢ଼ୁଥିଲେ । କିଏ ଓ କାହିଁକି ନାବାଳକକୁ ହତ୍ୟା କରିଛି ଜଣାପଡ଼ିନି ।

Advertisment

ମିଳିଥିବା ସୂଚନାନୁଯାୟୀ ଛାତ୍ରର ମୁଣ୍ଡକୁ ପଥରରେ ଛେଚାଯାଇ ହତ୍ୟା କରାଯାଇଥିବା ନେଇ ପୋଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରୁଛି । ଘଟଣା ସ୍ଥଳରେ ପୋଲିସ ମୃତୟନ ହୋଇଛନ୍ତି ।

Minor Boy Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ