Advertisment

ଖାଦ୍ୟ ସାମଗ୍ରୀ ପରେ ଓଜନ୍ ମେସିନ୍ ବି ନକଲି

ବେଆଇନ ଭାବେ ଓଜନ୍ ମେସିନ୍ ତିଆରୀ ହେଉଥିଲା ।

Crime

Crime

Advertisment

ନକଲି...ନକଲି...ନକଲି ଏଠି ସବୁ ନକଲି। ଖାଦ୍ୟ ସାମଗ୍ରୀ ପରେ କଟକରେ ଏବେ ଓଜନ୍ ମେସିନ୍ ବି ନକଲି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। କଟକ ନୂଆପଡ଼ା ଅଞ୍ଚଳରେ ଏକ ଘରେ ନକଲି ଓଜନ୍ ମେସିନ୍ ନିର୍ମାଣ କରାଯାଉଥିବା ନେଇ ଚଢ଼ାଉ କରିଛି ଓଜନ ଓ ମାପ ବିଭାଗ। ବେଆଇନ ଭାବେ ଇଲକଟ୍ରୋନିକସ୍ ଓଜନ୍ ମେସିନ୍ ନିର୍ମାଣ କରୁଥିଲେ। କୌଣସି ଅନୁମତି ବିନା ଏପରି ଚାଲିଥିଲା। ବିନା କୌଣସି ଷ୍ଟାମ୍ପ କିମ୍ବା ଅନୁମୋଦନରେ ଏସବୁ ବିକ୍ରି ହେଉଥିଲା। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ପ୍ରଭାତ ବିଷୋୟୀ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ