Police foil major kidnapping bid rescue girl in Cuttack
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲା ଅପହରଣକାରୀ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ରେ ଯୁବତୀଙ୍କୁ ଅପହରଣ ଉଦ୍ୟମ ବେଳେ ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁସାରେ, ଆଠଗଡ଼ ରାଜନଗର ନିକଟ ଜଙ୍ଗଲ ପାଖରୁ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବାର ଖବର ଆଠଗଡ଼ ଥାନାକୁ ଆସିଥିଲା। ଆଠଗଡ଼ ଥାନା ଏନେଇ ବାରଙ୍ଗ ପୋଲିସକୁ ଜଣାଇବା ପରେ ବାରଙ୍ଗ ଥାନା ପୋଲିସ ରାସ୍ତା ବ୍ଲକିଂ କରି ଚେକିଂ ଆରମ୍ଭ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1690257483.jpg)