Advertisment

କଟକରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି ।

Encounter

Encounter

Advertisment

କଟକରେ କମିଶନରେଟ୍ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି । ସଦର ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି ପୋଲିସ । ସୂଚନାନୁଯାୟୀ ମନୋଜର ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଭାବେ SCBରେ ଭର୍ତ୍ତି କରାଯାଇଛି । କନ୍ଦରପୁରରେ ଗୁଳି କରି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା ମନୋଜ ।

Advertisment
Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ