Police busts sex racket in hotel in Jharsuguda
ହୋଟେଲ୍ରେ ଚାଲିଥିଲା ସେକ୍ସ ରାକେଟ୍। ରାତି ଅଧରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ ସହ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍। ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ସ୍ଥିତ ଏକ ହୋଟେଲ୍ରେ ଚଢ଼ାଉ କରି ପୋଲିସ୍ ସେକ୍ସ ରାକେଟ୍ ଠାବ କରିଛି।
ଚଢ଼ାଉ ବେଳେ ପୋଲିସ୍ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉକ୍ତ ହୋଟେଲ୍ରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ୍କୁ ଖବର ମିଳିଥିଲା। ଏହାପରେ ଝାରସୁଗୁଡା ଟାଉନ ଥାନା ପୋଲିସ୍ ପକ୍ଷରୁ ଏକ ଟିମ୍ ରାତି ଅଧରେ ହୋଟେଲ୍ରେ ଚଢ଼ାଉ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1690086680.jpg)