Advertisment

ଭୁବନେଶ୍ୱରରେ ଲେଡି ଲୁଟେରାଙ୍କ ଆତଙ୍କରାଜ୍, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ...

ଲୁଟ୍‌ ସମୟର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ଯେଉଁଥିରେ ମହିଳା ଜଣକ ଗେଟ୍‌ ଭିତରେ ପଶୁଥିବା ଦେଖିବାକୁ ମିଳୁଛି ।

ଅଦ୍ୟତନ ହୋଇଛି
Panic grips after lady lootera gang cases on the rise in Bhubaneswar

Panic grips after lady lootera gang cases on the rise in Bhubaneswar

Advertisment

ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କରାଜ୍ । କେଉଁଠି ଘରୋଇ ସହାୟକ ଆଲ୍‌ମିରାରୁ ଟଙ୍କା ଲୁଟୁଛି, ତ ଆଉ କେଉଁଠି ଘରେ ପଶି କଳାକନା ବୁଲାଇଲେଣି ଅଜଣା ମହିଳା । ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Advertisment

ଲୁଟ୍‌ ସମୟର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ଯେଉଁଥିରେ ମହିଳା ଜଣକ ଗେଟ୍‌ ଭିତରେ ପଶୁଥିବା ଦେଖିବାକୁ ମିଳୁଛି । ମହିଳା ଜଣକ ନୀଳାଦ୍ରି ବିହାରରେ ରହୁଥିବା ବୈରାଗୀ ପ୍ରଧାନଙ୍କ ଘରୁ ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ତନାଘନା ପୋଲିସ ଆରମ୍ଭ କରିଛି । 

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ