Advertisment

ହୋଟେଲ 'ନିମନ୍ତ୍ରଣ'ରେ ବଡ଼ ଧରଣର ଘୋଟାଲା: ୬ ମାସରେ ୧୭ ଲକ୍ଷ ଚଳୁ !

୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Nimantran Scam

Nimantran Scam

Advertisment

ହୋଟେଲ 'ନିମନ୍ତ୍ରଣ'ରେ ବଡ଼ ଧରଣର ଘୋଟାଲା। ୧୭ ଲକ୍ଷ ୫୦ ହଜାର ଚଳୁ ଅଭିଯୋଗରେ ବନ୍ଧାହେଲେ OTDC ମ୍ୟାନେଜର। ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କୁ ଗିରଫ କରିଛି ଭୁବନେଶ୍ୱର ସହିଦନଗର ଥାନା ପୋଲିସ । ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟ ବିଗତ ୬ ମାସ ହେଲା ଟଙ୍କା ଡିପୋଜିଟ୍ ନ କରି ଚଳୁ କରିଥିବା ଅଭିଯୋଗ ହୋଇଛି।

Advertisment

ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ପଠାଉଥିଲେ ଦୁଇ କର୍ମଚାରୀ । ଅଡିଟ୍ ବେଳେ ଏହା ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ। 

Bhubaneswar Hotel NImantran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ