Advertisment

ଭୁବନେଶ୍ୱରରେ ଲଜ୍ଜା ! ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ

ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।

ଅଦ୍ୟତନ ହୋଇଛି
4 year old Girl Raped in bhubaneswar

Minor Girl Rape

Advertisment

ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା । ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।

Advertisment

ସନ୍ଧ୍ୟା ବେଳେ ଘନିଆ ନାମକ ଜଣେ ଯୁବକ ଘଟାଇଛି ଏହି କାଣ୍ଡ । ଘଟଣା ପରେ ଘଟଣାସ୍ଥଳରୁ ଫେରାର ମାରିଛି ଅଭିଯୁକ୍ତ । ସ୍ପେଶାଲ ସ୍କ୍ୱାଡ ଓ ଏୟାର ଫିଲ୍ଡ ଥାନା ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Rape Case Minor Girl Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ