Puri Shree Mandir
Advertisment
ପୁରୀ: ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।
Advertisment
Also Read
ପକ୍ସୋ ଆକ୍ଟରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍। ଅସଦାଚରଣର ଶିକାର ନାବାଳିକା ପୁରୀ ବାହାରର ହୋଇଥିବା ସୂଚନା ମିଳିଛି। ତେବେ ଶ୍ରୀମନ୍ଦିର ମଧ୍ୟରେ ଏପରି ଘଟଣା ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇବା ସହ ମନ୍ଦିର ମଧ୍ୟରେ ଏପରି କାର୍ଯ୍ୟ ଯଦି ସତ ହୋଇଥିବ ତେବେ ସାଙ୍ଘାତିକ ବୋଲି ଅନେକ ବୁଦ୍ଧୀଜିବୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631276938.jpg)

