Advertisment

କାର୍‌ରେ ଉଠାଇନେଇ ନାବାଳିକାଙ୍କୁ ୪ ଦିନ ଦୁଷ୍କର୍ମ !

ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି ।

Crime

Crime

Advertisment

ପାରାଦୀପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଜଣେ ଯୁବକକୁ ଅଟକ ରଖିଛି ।

Advertisment

ଗଣେଶ ପୂଜାରେ ମାମୁଘରକୁ ଯିବାବେଳେ ଅଭିଯୁକ୍ତ ନାବାଳିକାଙ୍କୁ କାରରେ ଉଠାଇ ନେଇ ୪ ଦିନ ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ଜଣେ ଗାଡ଼ି ଡ୍ରାଇଭର ଓ ସେ ବିବାହିତ ବୋଲି ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Kidnapped Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ