ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । ଆୟକର ଫାଙ୍କିବା ଅଭିଯୋଗରେ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ(IT Raid) ଚଢ଼ଉ କରିଛି । କମ୍ପାନୀର ବୌଦ୍ଧ ସ୍ଥିତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି ।
ଏହି ଲିଙ୍କ୍ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରର ଟିଟିଲାଗଡ ଓ ରାୟଗଡ଼ାରେ ରେଡ୍ ମଧ୍ୟ କରାଯାଇଛି । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ କରିଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍ଡିଙ୍କ ଘରେ ରେଡ୍ ହୋଇଛି ।