Advertisment

ମାନସ ହତ୍ୟା: ଦୋଷ ମାନିଲେ ଶର୍ମିଷ୍ଠା

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

Cameraman Manas Swain murder

Cameraman Manas Swain murder

Advertisment
  • କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା
  • ତଦନ୍ତ ଅପଡେଟ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା
  • କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଅପହରଣ, ହତ୍ୟା ମାନିଥିବା ସୂଚନା
  • ଫେବ୍ରୁଆରୀ ୭ରେ ମାନସଙ୍କୁ ଶର୍ମିଷ୍ଠା ସହଯୋଗୀଙ୍କ ସହ ଅପହରଣ କରିଥିଲେ
  • ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ଼ ମାରିଥିଲେ
  • ହତ୍ୟା ପରେ ୮ ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ଶବ ନିଆଯାଇଥିଲା
  • ମାନସଙ୍କ ଶବ ପୋତିବା ପାଇଁ ୧୦ କେଜି ଲୁଣ କିଣିିଥିଲେ ଅଭିଯୁକ୍ତ
  • ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ
  • ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଏସବୁ ଜିନିଷ କିଣିଥିଲେ ଉଭୟ
  • ରାସ୍ତାରେ ଯିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ
  • ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର, ରଞ୍ଜନ
  • ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ  
Advertisment
Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ