Advertisment

ILS ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନନ ମୃତ୍ୟୁ। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Dr Sandeep Mishra

Dr Sandeep Mishra

Advertisment

 ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ବର ସତ୍ୟନଗର ସ୍ଥିତ ଘରେ ଗତ ରାତିରେ ଅଚେତ୍ ହୋଇଥିଲେ। ପରିବାର ଲୋକ ତାଙ୍କୁ ନେଇଥିଲେ ଏକ ଘରୋଇ ହସ୍ପିଟାଲ।ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆତ୍ମହତ୍ୟା କଥାକୁ ଖଣ୍ଡନ କରିଛନ୍ତିପରିବାର ଲୋକ। ଫୁଡ୍ ପଏଜନିଂରୁ ହୃଦଘାତରେ ମୃତ୍ୟୁ ହୋଇଥିବା ସଂପର୍କୀୟ କହିଛନ୍ତି।

Advertisment

ପରିବାର ଲୋକ କହିଛନ୍ତି, ଫୁଡ୍ ପଏଜନିଂ ହେବା ପରେ ବାନ୍ତି ହୋଇଥିଲା। ଚିକିତ୍ସା ପାଇଁସନ୍ଦୀପ ମିଶ୍ରଙ୍କୁ ନିଆଯାଇଥିଲା କ୍ୟାପିଟାଲ୍ ହସ୍ପିଟାଲ। ଚିକିତ୍ସା ପରେ ଘରକୁ ଫେରିଥିଲେ। ରାତିରେ ୧୦ଟା ବେଳେ ପୁଣି ଥରେ ବାନ୍ତି ହେବା ସହ ଚେତାଶୂନ୍ୟ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ ମୃତ୍ୟୁରପ୍ରକୃତ କାରଣ। ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ସନ୍ଦୀପଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। 

Advertisment

Odia Scientist Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ