Human Skulls And Multiple Skeletons Found In Bhubaneswar
Advertisment
ଆବର୍ଜନା ଭିତରେ ପଡ଼ିଛି ନର କଙ୍କାଳ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି।
Advertisment
ପ୍ରାୟ ୬ଟି ଖପୁରୀ ସହ ଏକାଧିକ କଙ୍କାଳ ମିଳିଛି। କୁଆଡ଼ୁ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରୀ ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ସବୁ କଙ୍କାଳକୁ ଦେଖି ସ୍ଥାନୀୟଲୋକେ ବିଚଳିତ ହୋଇପଡ଼ିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us