Advertisment

ଶ୍ରୀକ୍ଷେତ୍ରରେ ବୋହିଲା ରକ୍ତ ନଦୀ

ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି ହୋଇ ୫ ଜଣ ଆହତ ହୋଇଛନ୍ତି। ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି।

ଅଦ୍ୟତନ ହୋଇଛି
Five injured in attack after quarrel breaks in Puri

Five injured in attack after quarrel breaks in Puri

Advertisment

ପୁରୀରେ ହଣାହଣି। ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି ହୋଇ ୫ ଜଣ ଆହତ ହୋଇଛନ୍ତି। ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି ହୋଇଥିବା ସୂଚନା ମିଳିଛି।

Advertisment

୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଟାଉନ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ