Advertisment

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଗୁରୁତର

ବାଇକ୍‌ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି ।

undefined

Firing

Advertisment

ନୂଆପଡ଼ାରେ ବାପପୁଅଙ୍କୁ ଉପରକୁ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି । ବାଇକ୍‌ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ଫାୟାରିଂ ହୋଇଛି । କାର୍ ଭିତରେ ଥାଇ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି । ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ଦିଆଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମେଡ଼କାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment
Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ